Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

5T ଅଧକ୍ଷଙ୍କ ପାଇଁ ଟ୍ରାଫିକ ଡ୍ୟୁଟି କରୁଛନ୍ତି ବିଜେଡି ବିଧାୟକ

Banajyotshna Ray
Browse all articles by Banajyotshna Ray
·2 years ago
5T ଅଧକ୍ଷଙ୍କ ପାଇଁ ଟ୍ରାଫିକ ଡ୍ୟୁଟି କରୁଛନ୍ତି ବିଜେଡି ବିଧାୟକ

ଅର୍ଗସ ବ୍ୟୁରୋ:  ପ୍ରଥମେ ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା ପାଣ୍ଡିଆନଙ୍କ ସଭା ପାଇଁ ପ୍ରଥମେ ଟେଣ୍ଟ ବାନ୍ଧିଲେ ନେତା ବିଧାୟକ ମନ୍ତ୍ରୀ। ଏବେ ୫ ଟି ଅଧକ୍ଷଙ୍କ ପାଇଁ ଟ୍ରାଫିକ ଡ୍ୟୁଟି କରୁଛନ୍ତି ବିଜେଡି ବିଧାୟକ ଓ ମନ୍ତ୍ରୀ। ସନିବାର ପାଣ୍ଡିଆନ୍ ଙ୍କ ବାଲେଶ୍ବର ଗସ୍ତ ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ବାଲେଶ୍ବର ମିଶନ ସ୍କୁଲ୍ ଛକରେ ପାଣ୍ଡିଆନଙ୍କ ଗସ୍ତବେଳେ ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ମନ୍ତ୍ରୀ ପ୍ରତାପ ଦେବ ଟ୍ରାଫିକ ଡ୍ୟୁଟି କରୁଛନ୍ତି। ରାସ୍ତାରେ ଗାଡିରୁ ଓହ୍ଲାଇ ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି ଉଭୟ। ଏ ଦୃଶ୍ୟ ଦେଖିବା ପରେ ମନରେ ପ୍ରଶ୍ନ ଉଠୁଛି ଓଡିଆ ସ୍ବାଭିମାନ୍ ରହିଲା କେଉଁଠି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJd MLA doing traffic duty for 5T chief | Argus News