Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାରିବା ଭୟରେ ବିଜେଡିର ଟଙ୍କା ବଣ୍ଟା ଅଭିଯାନ

Smruti Parija
Browse all articles by Smruti Parija
·2 years ago
ହାରିବା ଭୟରେ ବିଜେଡିର ଟଙ୍କା ବଣ୍ଟା ଅଭିଯାନ

ସମ୍ବଲପୁର: ଅର୍ଗସ ହାତରେ ଲାଗିଲା ପୁଣି ଏକ ଏକ୍ସକ୍ଲୁସିଭ୍ ଭିଯୁଆଲ । 500 ଟଙ୍କିଆ ନୋଟ୍ ବଣ୍ଟା ହେବା ବେଳେ ଛିଡୁ ନାହିଁ ଭାଗ । କିଏ କେତେ ନେବ ତାକୁ ନେଇ ଚାଲିଥିଲା ଯୁକ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିଜେଡି ବାଣ୍ଟୁଛି ପୁଳା ପୁଳା ଟଙ୍କା । ସମ୍ବଲପୁର ମୁଖ୍ୟମନ୍ତ୍ରୀଙ୍କ ସଭାରୁ ଆସିଲା ଚିତ୍ର । 

500 ଟଙ୍କା ନୋଟ ବଣ୍ଟା ହେବା ବେଳେ ଛିଡୁ ନାହିଁ ଭାଗ । କିଏ କେତେ ନେବ ତାକୁ ନେଇ ଚାଲିଥିଲା ବିଜେଡି କର୍ମୀଙ୍କ ଭିତରେ ଯୁକ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିଜେଡି ନେତା ବାଣ୍ଟୁଛନ୍ତି ପୁଳା ପୁଳା ଟଙ୍କା । ପୂର୍ବରୁ କିଛି ମହିଳା ମାନଙ୍କୁ ଲଗାଇ ଟଙ୍କା ବଣ୍ଟା ହେଉଥିବା ଚିତ୍ର ସାମ୍ନାକୁ ଆସିଥିଲା । ହାରିବା ଭୟରେ ବିଜେଡି ଟଙ୍କା ବଣ୍ଟା ଅଭିଯାନ ଆରମ୍ଭ କରିଛି।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD- money distribution campaign for fear of losing | Argus News