Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡିର ଟଙ୍କାବଣ୍ଟା ଭିଡିଓ ଭାଇରାଲ , ଘଟଣାର ତଦନ୍ତ କରୁଛି ପ୍ରଶାସନ

Swayangprajna Mishra
Browse all articles by Swayangprajna Mishra
·2 years ago
ବିଜେଡିର ଟଙ୍କାବଣ୍ଟା ଭିଡିଓ ଭାଇରାଲ , ଘଟଣାର ତଦନ୍ତ କରୁଛି ପ୍ରଶାସନ

ରାୟଗଡା : ବିଜେଡିର ଟଙ୍କାବଣ୍ଟା ଭିଡିଓ ଭାଇରାଲ ପରେ ଆକ୍ସନମୁଡରେ ପ୍ରଶାସନ। ଘଟଣାର ତଦନ୍ତ ପାଇଁ ହାଡୁଗୁଡା ଗ୍ରାମରେ ଏକଟିମ୍ ପହଞ୍ଚି ଘୋଟଣାର ତଦନ୍ତ କରୁଛନ୍ତି । ଗତ ଦୁଇଦିନ ତଳେ ଡୁମେରନେଲୂ ପଞ୍ଚାୟତ ଅନ୍ତର୍ଗତ ହାଡୁଗୁଡା ଗ୍ରାମଠାରେ ଲୋକଙ୍କୁ ଜୋଡେଶଙ୍ଖରେ ଭୋଟଦେବା ପାଇଁ ବିଜୁକଲ୍ୟାଣ ଉପଦେଷ୍ଠା ତଥା ରାଜ୍ୟ ବିଜେଡିର ସାଧାରଣ ସମ୍ପାଦକ ସୁଧିର କୁମାର ଦାସ ନିଜ ପକେଟ୍ ରୁ ଟଙ୍କାକାଡି ଲୋକଙ୍କୁ ଟଙ୍କା ବାଣ୍ଟୁଥିଲେ ।

ଅଧିକ ପଢନ୍ତୁ : ପ୍ରଚାର ବେଳେ ହଟହଟା ହେଲେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ

ଯେଉଁ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ପ୍ରଶାସନ ଗାଁ କୁ ଯାଇ ତଦନ୍ତ କରୁଥିବା ଦେଖିବାକୁ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
BJD money distribution video goes viral, the administration is investigating the incident | Argus News