Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଶୁଣ୍ଟିଆଙ୍କ ନାମ ଘୋଷଣା କରିଛି ଦଳ

Banajyotshna Ray
Browse all articles by Banajyotshna Ray
·2 years ago
ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଶୁଣ୍ଟିଆଙ୍କ ନାମ ଘୋଷଣା କରିଛି ଦଳ

ଅର୍ଗସ ବ୍ୟୁରୋ: ରାଜ୍ୟସଭା ଲାଗି ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି ।  ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଶୁଣ୍ଟିଆଙ୍କ ନାମ ଘୋଷଣା କରିଛି ଦଳ । ପୂର୍ବତନ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ  ଓ ରାଜ୍ୟ ବିଜେଡି ଯୁବ ଉପସଭାପତି ଶୁଭାଶିଷ ଶୁଣ୍ଟିଆଙ୍କୁ ବିଜେଡି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି । ତେବେ  ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ଦେବାଶିଷ ଏବଂ ଶୁଭାଶିଷ ପାର୍ଥିପତ୍ର ଦାଖଲ କରିବେ । ଏବେ 3ଟି ରାଜ୍ୟସଭା ଆସନ ଖାଲି ପଡ଼ିଥିବା ବେଳେ ତୃତୀୟ ପାର୍ଥୀ କିଏ ହେବେ ତାକୁ ନେଇ ଏବେବି ସସପେନ୍ସ ଜାରି ରହିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD names Debasish Samantray, Subhasish Khuntia as party's candidates for Rajya Sabha polls | Argus News