ବିଜେଡି ଫୋନ୍ କଲକୁ ଧୋଇ ଦେଲେ ଭଣ୍ଡାରିପୋଖରୀ ଅଞ୍ଚଳର ଯୁବକ
·2 years ago

ଅର୍ଗସ ବ୍ୟୁରୋ : ବିଜେଡି ଫୋନ୍ କଲକୁ ଧୋଇ ଦେଲେ ଭଣ୍ଡାରିପୋଖରୀ ଅଞ୍ଚଳର ଯୁବକ । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀକୁ ବିଜେଡି କାର୍ଯ୍ୟାଳୟରୁ ଏବେ ନବୀନ ପଟ୍ଟନାୟକ ଏବଂ ତାଙ୍କ ବିଜେଡି ପ୍ରାର୍ଥୀ ପାଇଁ ଫୋନ୍ କଲ୍ ଆସୁଥିବା ରାଜ୍ୟରେ ଦେଖିବାକୁ ମିଳୁଥିବା ବେଳେ ଏବେ ପୁଣି ଭଣ୍ଡାରିପୋଖରୀ ବିଜେଡି ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ପାଇଁ ଆଜି ଆସିଥିବା ଯୁବକଙ୍କୁ ଫୋନ୍ ଆସିଥିବା ବେଳେ ଉକ୍ତ ଯୁବକଙ୍କୁ ବିଜେଡିକୁ ଭୋଟ ଦେବା ପାଇଁ ଫୋନରେ କୁହାଯାଇଥିଲା ବେଳେ କିନ୍ତୁ ଯୁବକ ଜଣଙ୍କ ଜବାବ ରଖିଥିଲେ । ତେବେ ଯୁବକ ଜଣଙ୍କ କିଭଳି ଜବାବ ରଖିଛନ୍ତି ଟିକେ ଶୁଣନ୍ତୁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: