Videos
|
Odisha

ଅର୍ପଣ ରଥ ନାଁରେ ବିଜେଡି ପ୍ରଚାର

Banajyotshna Ray
Browse all articles by Banajyotshna Ray
·2 years ago
ଅର୍ପଣ ରଥ ନାଁରେ ବିଜେଡି ପ୍ରଚାର

ଅର୍ଗସ ବ୍ୟୁରୋ: ଅର୍ପଣ ରଥ ନାଁରେ ବିଜେଡି ପ୍ରଚାର। ଜଗନ୍ନାଥଙ୍କ ଅର୍ପଣ ରଥକୁ ଗ୍ରାମବାସୀଙ୍କ ବିରୋଧ। ପୁରୀ କଣାସରେ ଅର୍ପଣ ରଥରେ ଚାଲିଛି ଦଳୀୟ ପ୍ରଚାର। ଶଙ୍ଖ ଚିହ୍ନ ଉତରିୟ ପକାଇ ବିଜେଡି କର୍ମି ଗାଁ ଗାଁ ବୁଲାଉଛନ୍ତି ଅର୍ପଣ ରଥ। ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନଙ୍କ ଫଟୋ କାହିଁକି ଲାଗିଛି ବୋଲି ପ୍ରଶାସନକୁ ପ୍ରଶ୍ନ କରି ଅର୍ପଣ ରଥକୁ ବିରୋଧ କରିଛନ୍ତି କଣାସ ବ୍ଲକ ଦେଇପୁର ଓ ଗଡଖାରଦ ପଞ୍ଚାୟତରେ ଲୋକେ। ବିଭିନ୍ନ ସ୍ଥାନରେ ପୋଲିସ୍ ପ୍ରଶାସନ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJd propaganda in the name of arpana Rath | Argus News