ମାଛ ବାଣ୍ଟୁଛି ବିଜେଡି
·1 year ago

ଅର୍ଗସ ବ୍ୟୁରୋ: କିଶୋରନଗର ବ୍ଲକ କଟରଙ୍ଗା ପଞ୍ଚାୟତରେ ଘରକୁ ଘର ମାଛ ବାଂଟୁଛି ବିଜେଡି । ମାଛ ବାଣ୍ଟି ଭୋଟ ଦେବାକୁ କହୁଛନ୍ତି ବିଜେଡି ନେତା । ଚାଲିଛି ନିର୍ବାଚନୀ ମାହୋଲ। ରାଜ୍ୟରେ ବିଜେଡି ଜିତିବା ପାଇଁ କଳବଳ କୌଶଳ ଲଗାଇଦେଇଛି। କେତେବେଳେ ଟଙ୍କା ବାଣ୍ଟୁଛି ତ କେତେବେଳେ ମାଛ ବାଣ୍ଟୁଛି ଭୋଟ ପାଇଁ। ଭୋଟରଙ୍କୁ ଲୋଭ ଦେଖାଇ ଭୋଟ ହାତେଇବା ପାଇଁ ପ୍ରୟାଶ କରୁଛି ବିଜେଡି। ହେଲେ ବିଜେଡି ଯେଉଁ ଚାଲ କରୁଛି ତାହା ଜାଣିସାରିଲେଣି ସାଧାରଣ ଲୋକେ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: