Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଣି ଅରୁଣ ସାହୁଙ୍କୁ ଟିକେଟ ଦେଲେ ବିଜେଡି ସୁପ୍ରିମୋ

Swayangprajna Mishra
Browse all articles by Swayangprajna Mishra
·2 years ago
ପୁଣି ଅରୁଣ ସାହୁଙ୍କୁ ଟିକେଟ  ଦେଲେ ବିଜେଡି ସୁପ୍ରିମୋ

ନୟାଗଡ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଅରୁଣ ସାହୁଙ୍କୁ ନୟାଗଡ଼ ବିଧାନସଭା ଆସନ ପାଇଁ ଟିକେଟ ଦେଇଛନ୍ତି l ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ କୃତଜ୍ଞତା ଜଣାଇଛନ୍ତି ଅରୁଣ ସାହୁ l ଏ ନେଇ ନୟାଗଡ଼ ବିଜେଡ଼ି କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି l ଅରୁଣ ସାହୁ 2004ରୁ ଲଗାତାର ଭାବରେ ନୟାଗଡ଼ରୁ ଜିତି ଆସୁଛନ୍ତି l

ଅଧିକ ପଢନ୍ତୁ : 

ବିଭିନ୍ନ ବିଭାଗରେ ମନ୍ତ୍ରୀ ମଧ୍ୟ ହୋଇଛନ୍ତି l ନୟାଗଡ଼ ବିକାଶର ମହାପର୍ବ ଜାରି ରହିବ ବୋଲି ସେ କହିଛନ୍ତି l ବିଜେଡ଼ି କର୍ମୀ ବାଣ ଫୁଟାଇ ସେଲିବ୍ରେସନ ଆରମ୍ଭ କରିଛନ୍ତି l ବିରୋଧୀ ବିରୋଧକୁ ଆଜି ବିଜେଡ଼ି ସୁଦୃଢ ହୋଇଥିବା କହିଛନ୍ତି l 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD Supreme again gave ticket to Arun Sahoo | Argus News