Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି, ବିକଶିତ ଭାରତ କାର୍ଯ୍ୟକ୍ରମକୁ ଧସେଇ ପଶିଲେ 

Odisha

ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି, ବିକଶିତ ଭାରତ କାର୍ଯ୍ୟକ୍ରମକୁ ଧସେଇ ପଶିଲେ 

Manini Pattanayak
Browse all articles by Manini Pattanayak
·2 years ago
ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି, ବିକଶିତ ଭାରତ କାର୍ଯ୍ୟକ୍ରମକୁ ଧସେଇ ପଶିଲେ 

ଭଦ୍ରକ: ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି । ବିକଶିତ ଭାରତ କାର୍ଯ୍ୟକ୍ରମକୁ ଧସେଇ ପଶିଲେ । ପ୍ରଧାନମନ୍ତ୍ରୀଙ୍କ କଟ୍‌ ଆଉଟ୍‌ ଭାଙ୍ଗିବା ସହ ଗାଡ଼ି ଭଙ୍ଗାରୁଜା କଲେ ବିଜେଡି କର୍ମୀ ।

ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧାମନଗର ବ୍ଲକର ଚୁଡାକୁଟି ପଞ୍ଚାୟତର ମେଲଣ ପଡ଼ିଆରେ ଚାଲିଥିଲା ବିକଶିତ ଭାରତ ସଂକଳ୍ପ ଯାତ୍ରା । ଏହି ସମୟରେ ଗୁଣ୍ଡାଗର୍ଦ୍ଦି କରିଥିଲେ ବିଜେଡି କର୍ମୀ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Developed India rushed into the programme | Argus News