Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହୁଲବଣି ବୁଥ୍ ରେ ଭୋଟ ଟ୍ୟାମ୍ପରିଂ : ବିଜେପି

Banajyotshna Ray
Browse all articles by Banajyotshna Ray
·2 years ago
ମହୁଲବଣି ବୁଥ୍ ରେ ଭୋଟ ଟ୍ୟାମ୍ପରିଂ :  ବିଜେପି

ଅର୍ଗସ ବ୍ୟୁରୋ:  ମୟୂରଭଞ୍ଜ ଜିଲ୍ଲା ମୋରଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୁଆଳିଭଙ୍ଗା ଗ୍ରାମପାୟତର ମହୁଲବଣି ବୁଥ୍ ରେ ଭୋଟ ଟ୍ୟାମ୍ପରିଂ ଅଭିଯୋଗ ଆଣିଲା ବିଜେପି। ପ୍ରତିବାଦ କରିବାରୁ ବିଜେଡି ଗୁଣ୍ଡା ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । କାର୍ଯ୍ୟାନୁଷ୍ଠାନ ଦାବିରେ ମୋରଡା ବିଜେପି ବିଧାୟକ ପ୍ରାର୍ଥୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଓ ସମର୍ଥକ ବୁଥ ଆଗରେ ଧାରଣା ଦେଇଥିଲେ । ବିଜେପି କର୍ମୀ ଭିଡିଓ ସୁଟିଂ କରିବାରୁ ପୋଲିସ ସମ୍ମୁଖରେ ବିଜେଡି କର୍ମୀ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP accused of vote tampering at the mahulbani booth | Argus News