D Purandeswari Odisha In Charge / ରାଷ୍ଟ୍ରୀୟ ପ୍ରଭାରୀଙ୍କ ନାଁ ଘୋଷଣା କଲା ବିଜେପି, ଡି ପୂରନ୍ଦେଶ୍ବରୀଙ୍କୁ ଓଡ଼ିଶା ଦାୟିତ୍ବ
·1 hour ago·2 min read

Key Points
ରାଷ୍ଟ୍ରୀୟ ପ୍ରଭାରୀଙ୍କ ନାଁ ଘୋଷଣା କଲା ବିଜେପି
୩୬ ପ୍ରଭାରୀଙ୍କ ନାଁ ଘୋଷଣା କଲା ବିଜେପି
ଓଡ଼ିଶା ପ୍ରଭାରୀ ଦାୟିତ୍ବ ପାଇଲେ ଡି ପୂରନ୍ଦେଶ୍ବରୀ

ବୁଧବାର ବିଜେପି ତା'ର ରାଜ୍ୟ ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କ ନାମ ଘୋଷଣା କରିଛି । ୩୬ ପ୍ରଭାରୀଙ୍କ ନାଁ ଘୋଷଣା କରିଛି ବିଜେପି । ଡି ପୂରନ୍ଦେଶ୍ବରୀ ହେଲେ ଓଡ଼ିଶା ପ୍ରଭାରୀ । ସେହିପରି ଡ. ସ୍ବଦେଶ ସିଂଙ୍କୁ ଓଡ଼ିଶା ସହ ପ୍ରଭାରୀ ନିଯୁକ୍ତି କରିଛି ବିଜେପି ।
ସେହିପରି ହରିଶ ଦ୍ୱିବେଦୀଙ୍କୁ ବିହାର ଏବଂ କର୍ଣ୍ଣାଟକ ବିଜେପି ପାଇଁ ନୂତନ ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସଙ୍ଗୀତା ଯାଦବ ଏବଂ ରୋହନ ଗୁପ୍ତାଙ୍କୁ ବିହାର ପାଇଁ ସହ-ପ୍ରଭାରୀ ନିଯୁକ୍ତ କରାଯାଇଛି । ବିଜେପି ଦ୍ୱାରା ଜାରି ଏକ ସର୍କୁଲାର ଅନୁଯାୟୀ, ସମସ୍ତ ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହେବ ।
ସେହିପରି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଛତିଶଗଡ଼ ଏବଂ ହରିୟାଣା ପାଇଁ ପ୍ରଭାରୀ ନିଯୁକ୍ତ କରାଯାଇଛି । ଏହା ବ୍ୟତୀତ, ବିଜେପି ନେତା ବିନୟ ସହସ୍ରବୁଦ୍ଧେଙ୍କୁ ଦିଲ୍ଲୀ ବିଜେପି ପାଇଁ ପ୍ରଭାରୀ ନିଯୁକ୍ତ କରାଯାଇଛି । ତରୁଣ ଚୁଗଙ୍କୁ ଗୁଜରାଟ ପାଇଁ ପ୍ରଭାରୀ ଏବଂ ଶ୍ରୀକାନ୍ତ ଶର୍ମାଙ୍କୁ ହିମାଚଳ ପ୍ରଦେଶ ପାଇଁ ପ୍ରଭାରୀ ନିଯୁକ୍ତ କରାଯାଇଛି । ରାମ ମାଧବଙ୍କୁ ଉତ୍ତରାଖଣ୍ଡ ଏବଂ ତାମିଲନାଡୁ ବିଜେପି ପାଇଁ ପ୍ରଭାରୀ ନିଯୁକ୍ତ କରାଯାଇଛି ।
ଉତ୍ତର ପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି, ବିନୋଦ ତାୱଡେଙ୍କୁ ଉତ୍ତର ପ୍ରଦେଶ ପାଇଁ ବିଜେପି ପ୍ରଭାରୀ ନିଯୁକ୍ତ କରାଯାଇଛି । ଏହା ସହିତ, ୟୁପି ବିଜେପି ପାଇଁ ଜଗଦୀଶ ପଟେଲ, ମେଧା କୁଲକର୍ଣ୍ଣି, ପ୍ରଦୀପ ବର୍ମା ଏବଂ ଅନନ୍ତ ଓଝାଙ୍କ ସମେତ ଚାରି ଜଣ ସହ-ପ୍ରଭାରୀଙ୍କୁ ନିଯୁକ୍ତ କରାଯାଇଛି ।
ସେହିପରି ସୁନୀଲ ବଂଶଲଙ୍କୁ ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ବିଜେପି ପାଇଁ ପ୍ରଭାରୀ ନିଯୁକ୍ତି କରାଯାଇଛି । ଅନୀଲ ଏଣ୍ଟୋନୀଙ୍କୁ ନାଗାଲାଣ୍ଡର ପ୍ରଭାରୀ ଓ ଗୋଆର ସହ ପ୍ରଭାରୀ ନିଯୁକ୍ତି ଦିଆଯାଇଛି ।

New Delhi: BJP announced new appointments of state in-charges and co-in-charges with several prominent leaders being assigned key organisational responsibilities.
— IANS (@ians_india) September 23, 2026
Smriti Irani — Chhattisgarh and Haryana Prabhari
Ram Madhav— Tamil Nadu and Uttarakhand Prabhari
Vinod Tawde —… pic.twitter.com/lOcpbGcANX
ସେହିପରି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଛତିଶଗଡ଼ ଏବଂ ହରିୟାଣା ପାଇଁ ପ୍ରଭାରୀ ନିଯୁକ୍ତ କରାଯାଇଛି । ଏହା ବ୍ୟତୀତ, ବିଜେପି ନେତା ବିନୟ ସହସ୍ରବୁଦ୍ଧେଙ୍କୁ ଦିଲ୍ଲୀ ବିଜେପି ପାଇଁ ପ୍ରଭାରୀ ନିଯୁକ୍ତ କରାଯାଇଛି । ତରୁଣ ଚୁଗଙ୍କୁ ଗୁଜରାଟ ପାଇଁ ପ୍ରଭାରୀ ଏବଂ ଶ୍ରୀକାନ୍ତ ଶର୍ମାଙ୍କୁ ହିମାଚଳ ପ୍ରଦେଶ ପାଇଁ ପ୍ରଭାରୀ ନିଯୁକ୍ତ କରାଯାଇଛି । ରାମ ମାଧବଙ୍କୁ ଉତ୍ତରାଖଣ୍ଡ ଏବଂ ତାମିଲନାଡୁ ବିଜେପି ପାଇଁ ପ୍ରଭାରୀ ନିଯୁକ୍ତ କରାଯାଇଛି ।
ଉତ୍ତର ପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି, ବିନୋଦ ତାୱଡେଙ୍କୁ ଉତ୍ତର ପ୍ରଦେଶ ପାଇଁ ବିଜେପି ପ୍ରଭାରୀ ନିଯୁକ୍ତ କରାଯାଇଛି । ଏହା ସହିତ, ୟୁପି ବିଜେପି ପାଇଁ ଜଗଦୀଶ ପଟେଲ, ମେଧା କୁଲକର୍ଣ୍ଣି, ପ୍ରଦୀପ ବର୍ମା ଏବଂ ଅନନ୍ତ ଓଝାଙ୍କ ସମେତ ଚାରି ଜଣ ସହ-ପ୍ରଭାରୀଙ୍କୁ ନିଯୁକ୍ତ କରାଯାଇଛି ।
ସେହିପରି ସୁନୀଲ ବଂଶଲଙ୍କୁ ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ବିଜେପି ପାଇଁ ପ୍ରଭାରୀ ନିଯୁକ୍ତି କରାଯାଇଛି । ଅନୀଲ ଏଣ୍ଟୋନୀଙ୍କୁ ନାଗାଲାଣ୍ଡର ପ୍ରଭାରୀ ଓ ଗୋଆର ସହ ପ୍ରଭାରୀ ନିଯୁକ୍ତି ଦିଆଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories