Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଫୁଟିଲା ପଦ୍ମ, ଭାଙ୍ଗିଲା ଟୁକୁନିଙ୍କ ଗଡ଼

Odisha

ଫୁଟିଲା ପଦ୍ମ, ଭାଙ୍ଗିଲା ଟୁକୁନିଙ୍କ ଗଡ଼

Banajyotshna Ray
Browse all articles by Banajyotshna Ray
·2 years ago
ଫୁଟିଲା ପଦ୍ମ, ଭାଙ୍ଗିଲା ଟୁକୁନିଙ୍କ ଗଡ଼

ଅର୍ଗସ ବ୍ୟୁରୋ: ପଦ୍ମ ଫୁଟିଲା ଟିଟିଲାଗଡ଼ରେ । ଟୁକୁନିଙ୍କ ଗଡ଼ ଭାଂଗିଲା । ବାଜିଲା ନାହିିଁ ଶଂଖ । ବିଜେପି ପ୍ରାର୍ଥୀ ନବୀନ ଜୈନ ୧୭୩୯୯ ଭୋଟ୍‌ରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳିରେ ବିଜୟ ଲାଭ କରିଛନ୍ତି । ବିଜେଡ଼ ପ୍ରାର୍ଥୀ ଟୁକୁନି ସାହୁ ୮୦୪୫୫ ଭୋଟ ପାଇଛନ୍ତି । ଚଳିତ ନିର୍ବାଚନରେ ଓଡ଼ିଶାରେ ପ୍ରବଳ ବିଜେପି ଟ୍ରେଣ୍ଡ ଦେଖିବାକୁ ମିଳିଥିବା ବେଳେ ଏହାର ପ୍ରଭାବ ଟିଟିଲାଗଡ଼ରେ ମଧ୍ୟ ଦେଖିବାକୁ ମିଳିଛି । ଟୁକୁନିଙ୍କୁ ପଛରେ ପକାଇ ଟିଟିଲାଗଡ଼ ଏମ୍‌ଏଲ୍‌ଏ ଆସନ ସାଉଁଟି ନେଇଛନ୍ତି ବିଜେପି ପ୍ରାର୍ଥୀ ନବୀନ ଜୈନ। ଯାହାକୁ ନେଇ ବିଜେପି କର୍ମୀ ଙ୍କ ମହଲ ରେ ଉତ୍ସl ହ ଦେଖିବାକୁ ମିଳିଛି। ବାଣ, ବଜା, ମିଠା ବଣ୍ଟନ କରି ଖୁସି ମାନୁଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
BJP candidate Naveen Jain won 17399 votes in Titlagarh constituency | Argus News