Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅନୁଗୁଳରେ ବିଜେପି ପ୍ରାର୍ଥୀ ପ୍ରତାପ ପ୍ରଧାନ ବିଜୟୀ

Ritu Das
Browse all articles by Ritu Das
·2 years ago
ଅନୁଗୁଳରେ ବିଜେପି ପ୍ରାର୍ଥୀ ପ୍ରତାପ ପ୍ରଧାନ ବିଜୟୀ

ଅର୍ଗସ ବ୍ୟୁରୋ: ଅନୁଗୁଳରେ ବି ବିଜେପି ଉଡାଇଲା ବିଜୟର ଧ୍ୱଜା । ପ୍ରାରମ୍ଭିକ ପର୍ଯ୍ୟାୟରୁ ହିଁ ସେ ବିଜେଡି ପ୍ରାର୍ଥୀ ସଞ୍ଜୁକ୍ତା ସିଂଙ୍କଠାରୁ ଆଗରେ ରହିଆସୁଥିଲେ । 

ଶେଷ ଯାଏଁ ଏହି ମାର୍ଜିନ ଜାରି ରହିଥିଲା । ଶେଷରେ ବିଜେଡି ପ୍ରାର୍ଥୀ ସଞ୍ଜୁକ୍ତାଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି ପ୍ରତାପ ପ୍ରଧାନ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP candidate | Argus News