Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆକ୍ସନ ମୋଡରେ ବିଜେପି ସରକାର: ଆସନ୍ତାକାଲିଠୁ ଖୋଲିବ ଶ୍ରୀମନ୍ଦିର ଚାରି ଦ୍ବାର

Odisha

ଆକ୍ସନ ମୋଡରେ ବିଜେପି ସରକାର: ଆସନ୍ତାକାଲିଠୁ ଖୋଲିବ ଶ୍ରୀମନ୍ଦିର ଚାରି ଦ୍ବାର

Ritu Das
Browse all articles by Ritu Das
·1 year ago
ଆକ୍ସନ ମୋଡରେ ବିଜେପି ସରକାର: ଆସନ୍ତାକାଲିଠୁ ଖୋଲିବ ଶ୍ରୀମନ୍ଦିର ଚାରି ଦ୍ବାର

ଅର୍ଗସ ବ୍ୟୁରୋ: ପ୍ରତୀକ୍ଷାର ଅନ୍ତ ଘଟିଲା। ଆସନ୍ତା କାଲି ଖୋଲିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚାରି ଦ୍ବାର। କ୍ୟାବିନେଟ ବୈଠକ ସରିବା ପରେ ବଡ଼ ସୂଚନା ଦେଲେ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାଲି ସକାଳ ମଙ୍ଗଳ ଆଳତୀ ସମୟରେ ପହଞ୍ଚିବେ ମନ୍ତ୍ରୀମଣ୍ଡଳ। ଏହାପରେ ଖୋଲିବ ଭକ୍ତଙ୍କ ପାଇଁ ଚାରି ଦ୍ବାର। ଦୀର୍ଘଦିନର ଦାବି ଭକ୍ତମାନଙ୍କର ପୂରଣ ହେଲା।

ଶ୍ରୀମନ୍ଦିର ପାଇଁ ପାଇଁ ପାଞ୍ଚଶହ କୋଟିର କର୍ପସ ଫଣ୍ଡ ନିଷ୍ପତ୍ତି। ଆଜି କ୍ୟାବିନେଟ ବୈଠକ ପରେ ନିଆଗଲା ଚାରି ବଡ଼ ନିଷ୍ପତ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP government in action mode | Argus News