Videos
|
Odisha

ହିତାଧିକାରୀଙ୍କୁ ଚାଉଳ ସହ ଗହମ ଦେବେ ବିଜେପି ସରକାର

Rashmita Mishra
Browse all articles by Rashmita Mishra
·1 year ago
ହିତାଧିକାରୀଙ୍କୁ ଚାଉଳ ସହ ଗହମ ଦେବେ ବିଜେପି ସରକାର

ଅର୍ଗସ ବ୍ୟୁରୋ: ରାସନକାର୍ଡ ହିତାଧିକାରୀ ପୁଣି ପାଇବେ ଗହମ। ହିତାଧିକାରୀଙ୍କୁ ଏଣିକି ଚାଉଳ ସହ ଗହମ ଯୋଗାଇଦେବେ ରାଜ୍ୟର ବିଜେପି ସରକାର। ହିତାଧିକାରୀଙ୍କ ଚାହିଦାକୁ ଦେଖି ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଯୋଗାଇ ଦିଆଯିବ। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ପାଖରେ ରାଜ୍ୟ ରଖିଥିବା ପ୍ରସ୍ତାବକୁ ଅନୁମତି ମିଳିଛି। ହିତାଧିକାରୀଙ୍କୁ ମାସକୁ ମୁଣ୍ଡପିଛା ୪ କିଲୋଗ୍ରାମ ଚାଉଳ ଓ ୧ କିଲୋଗ୍ରାମ ଗହମ ଦିଆଯିବ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର... 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJP government will give rice and wheat to beneficiaries | Argus News