Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶପଥ ନେଲେ ଭର୍ତ୍ତୃହରି ମହତାବ

Banajyotshna Ray
Browse all articles by Banajyotshna Ray
·2 years ago
ଶପଥ ନେଲେ ଭର୍ତ୍ତୃହରି ମହତାବ

ଅର୍ଗସ ବ୍ୟୁରୋ: ଶପଥ ନେଲେ ଭର୍ତ୍ତୃହରି ମହତାବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇଲେ। କାମଚଳା ବଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ। ଲଗାତାର ୭ ଥର ସାଂସଦ ଭର୍ତ୍ତୃହରି ମହତାବ। ନୂଆ ସାଂସଦଙ୍କୁ ଶପଥ କରାଇବେ କାମଚଳା ବାଚସ୍ପତି।ପ୍ରୋ-ଟେମ ସ୍ପିକର ସୋମବାର ଏବଂ ମଙ୍ଗଳବାର ନବନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇବେ। ଜୁନ ୨୬ ତାରିଖରେ ଲୋକସଭା ବାଚସ୍ପତି ନିର୍ବାଚନ ହେବ। ଜୁନ ୨୪ରୁ ଆରମ୍ଭ ହୋଇ ଏହା ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୦ ଦିନରେ ୮ଟି କାର୍ଯ୍ୟ ଦିବସ ରହିଛି। 

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP MP Bhartruhari Mahtab takes oath as pro-tem Speaker | Argus News