Videos
|
Odisha

ଦୁଇ ଦିନିଆ ଓଡିଶା ଗସ୍ତରେ ବିଜେପି ଜାତୀୟ ସମ୍ପାଦକ ଆଶା ଲାକ୍ରା

Banajyotshna Ray
Browse all articles by Banajyotshna Ray
·2 years ago
ଦୁଇ ଦିନିଆ ଓଡିଶା ଗସ୍ତରେ ବିଜେପି ଜାତୀୟ ସମ୍ପାଦକ ଆଶା ଲାକ୍ରା

ଅର୍ଗସ ବ୍ୟୁରୋ:  ଦୁଇ ଦିନିଆ ଓଡିଶା ଗସ୍ତରେ ବିଜେପି ଜାତୀୟ ସମ୍ପାଦକ ଆଶା ଲାକ୍ରା । ଆଜି କନ୍ଧମାଳରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ବିକଶିତ ଭାରତ ସଂକଳ୍ପ ପତ୍ର କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସେ କନ୍ଦମାଳ ଗସ୍ତ କରି ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗନେବେ । ବିଜେଡି ବିଜେପି ମେଣ୍ଟ ନେଇ ବିଜେପିର କେନ୍ଦ୍ରୀୟ ନେତୃତ୍ଵ ନିଷ୍ପତି ନେବେ ବୋଲି କହିଛନ୍ତି ଆଶା ଲାକ୍ରା । କେନ୍ଦ୍ର ଯାହା ନିଷ୍ପତି ନେବ ସେୟା ହେବ । ତେଣୁ ଏବେଠୁ କିଛି କହିବା ଠିକ୍ ହେବ ନାହିଁ ବୋଲି ଭୁବନେଶ୍ୱର ବିମାନ ବନ୍ଦରରେ ସାମ୍ବିଦିକଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ବିଜେପି ଜାତୀୟ ସମ୍ପାଦକ ଆଶା ଲାକ୍ରା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJP National Editor Asha Lakra on a two-day visit to Odisha | Argus News