Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣ୍ଡିଆନଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲା ବିଜେପି

Smruti Parija
Browse all articles by Smruti Parija
·2 years ago
ପାଣ୍ଡିଆନଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲା ବିଜେପି

ଭୁବନେଶ୍ୱର: ରତ୍ନଭଣ୍ଡାରକୁ ନେଇ ଜାତୀୟ ଗଣମାଧ୍ୟମରେ ପାଣ୍ଡିଆନଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲା ବିଜେପି । ଚାବି ଯିଏ ହଜେଇଛି, ସିଏ ରତ୍ନ ଚୋରି କରିଛି । ପାଣ୍ଡିଆନ ସ୍ପଷ୍ଟ କରିବେ କି ରତ୍ନ ଭଣ୍ଡାର ଚାବି ଚୋରି ହୋଇ ନାହିଁ... ସୁରକ୍ଷିତ ଅଛି । ଯଦି ଚୋରି ହୋଇଛି କେଉଁଠି ଅଛି। ଡୁପବ୍ଲିକେଟ ଚାବି ଯେଉଁଦିନ ମିଳିଲା ତାଙ୍କୁ ଓ ତାକୁ କିଏ ତିଆରି କଲା ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । 

2018ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ନାରେ ଏତଲା ଦେଇ, ଧାରଣା ଦେଲୁ ସେହିଦିନ ରାତିରେ ଡୁପବ୍ଲିକେଟ ଚାବି ମିଳୁଛି । ଏଥିପାଇଁ ସନ୍ଦେହ ସୃଷ୍ଟି ହେଉଛି । ରତ୍ନ ଭଣ୍ଡାର ଏକ ଭାବାବେଗର ପ୍ରଶ୍ନ । ତାକୁ ଯେଉଁଭଳି ଭାବରେ କୋର୍ଟରେ ଲଟକା ଗଲା, ଭଟକା ଗଲା ତାହା ସମସ୍ତେ ଜାଣିଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP responded to Pandian's comments-on-ratnabhandar-issue | Argus News