Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି

Swayangprajna Mishra
Browse all articles by Swayangprajna Mishra
·2 years ago
ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି

ଅର୍ଗସ ବ୍ୟୁରୋ : କେନ୍ଦ୍ର ନିର୍ବାଚନ କମିଟି ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି ବି ଦିଲ୍ଲୀ ଗଲେ । ଓଡ଼ିଶା ପାଇଁ କିଛି ଲୋକସଭା ପ୍ରାର୍ଥୀଙ୍କ ନାମ ଆଜି ଚୂଡାନ୍ତ ହୋଇପାରେ । ଏକାକୀ ଲଢେଇ ନେଇ ରାଜ୍ୟ ସଭାପତିଙ୍କ ପ୍ରତିକ୍ରିୟା ।

ଅଧିକ ପଢନ୍ତୁ : ରାଜ୍ୟରେ ବିଜେପି ଏକାକୀ ଲଢ଼ିବ ସ୍ପଷ୍ଟ କଲେ ମନମୋହନ

କର୍ମୀ ସମସ୍ତେ କାମରେ ଲାଗିଲେଣି । ସବୁ ଜାଗା ପାଇଁ ସମସ୍ତେ କ୍ରିଷ୍ଟାଲ କ୍ଲିୟର ଅଛନ୍ତି । ଉତ୍ସାହ ଉଦ୍ଦୀପନା 10 ଗୁଣା ବଢ଼ି ଯାଇଛି । ଆହୁରି ପରିଶ୍ରମ କରନ୍ତୁ । 2 ମାସ ଅଛି ବୋଲି କହିଲେ ରାଜ୍ୟ ସଭାପତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP state president went to Delhi to attend the meeting | Argus News