Videos
|
Odisha

ଭୁବନ ଗସ୍ତରେ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର

Banajyotshna Ray
Browse all articles by Banajyotshna Ray
·2 years ago
ଭୁବନ ଗସ୍ତରେ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର

ଅର୍ଗସ ବ୍ୟୁରୋ: ଭୁବନ ଗସ୍ତରେ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର । ଗସ୍ତ ସମୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଗୋଲକ । ସେ କହିଛନ୍ତି, ରାଜ୍ୟ ସରକାର କପି ପେଷ୍ଟ ସରକାର ଚାଲିଛି । କେନ୍ଦ୍ର ଯୋଜନାରେ ଲୋକମାନଙ୍କୁ ଚାଉଳ ଦେଉଥିବା ସାଧାରଣ ଲୋକ ଜାଣି ସାରିଛନ୍ତି । ଫଳରେ ରାଜ୍ୟ ସରକାର ବର୍ତ୍ତମାନ ଖାଲି ବ୍ୟାଗ ବାଣ୍ଟୁଛି ।

ଲୋକଙ୍କୁ ଲୋଭ ଦେଖାଇ ଏଭଳି କହୁଛନ୍ତି ରାଜ୍ୟ ସରକାର। ଆଉ କିଛି ଦିନ ପରେ ନିର୍ବାଚନ। ଏହାକୁ ଆଖିରେ ରଖି ବିଜେଡି ତାର ଚାଲ ଜାରି ରହିଛି। ହେଲେ ଲୋକ ସତର୍କ ହେଲେଣି, ଏଥର ନିର୍ବାଚନରେ ଏହାର ଜବାବ ନିଶ୍ଚୟ ଦେବେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

BJP State Vice President Golak Mohapatra on his visit to Bhuban | Argus News