Videos
|
Odisha

ମେଣ୍ଟ ଚର୍ଚ୍ଚା ଆପଣ କରୁଛନ୍ତି ଆମେ ନୁହେଁ: ଲତା ହୁସେଣ୍ଡି

Banajyotshna Ray
Browse all articles by Banajyotshna Ray
·2 years ago
ମେଣ୍ଟ ଚର୍ଚ୍ଚା ଆପଣ କରୁଛନ୍ତି ଆମେ ନୁହେଁ: ଲତା ହୁସେଣ୍ଡି

ଅର୍ଗସ ବ୍ୟୁରୋ: ମନମୋହନ  ଏବଂ ବିଜୟ ପାଲ ସିଂ ତୋମାରଙ୍କ ପରେ ବିଜେପି ଓଡିଶାରେ ଏକାକି ନିର୍ବାଚନ ଲଢିବା ନେଇ କହିଲେ ନିର୍ବାଚନ ସହ ପ୍ରଭାରୀ ଲତା ହୁସେଣ୍ଡି। ଓଡିଶାର ସମସ୍ତ ଆସନରେ ନିର୍ବାଚନ ଲଢିବା ପାଇଁ ଆମେ ପ୍ରସ୍ତୁତ। ମେଣ୍ଟ ଚର୍ଚ୍ଚା ଆପଣ କରୁଛନ୍ତି ଆମେ ନୁହେଁ । ଆମେ ସବୁ ସିଟ ପାଇଁ ପ୍ରସ୍ତୁତ ହେଉଛୁ | ଦିଲ୍ଲୀ ବୈଠକ ପ୍ରତିଟି ଲୋକସଭା ଏବଂ ବିଧାନସଭା ସିଟ ନେଇ ଚର୍ଚ୍ଚା ହୋଇଥିଲା ।

ସବୁ ସିଟରେ ଲଢେଇ ପାଇଁ ବିଜେପି ପ୍ରସ୍ତୁତ ହେଉଛି | ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ରାଜନୀତିରେ ମିଛ ଏବଂ ଗୁଜବ ପ୍ରତିକ୍ରିୟା ଉପରେ ନିର୍ବାଚନ ସହ ପ୍ରଭାରୀଙ୍କ ପ୍ରତିକ୍ରିୟା। ଏହା ତାଙ୍କ କଥା, ମିଛ କିଏ କହୁଛି, କିଏ କଣ କରୁଛି, ତାହା ତାଙ୍କ କଥା। ନିର୍ବାଚନ ପ୍ରସ୍ତୁତି ନେଇ ଓଡିଶାରେ ପହଞ୍ଚିଥିବା କହିଛନ୍ତି ଲତା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJP will fight the elections alone in Odisha | Argus News