Videos
|
Odisha

ଜମପଡ଼ା ବୁଥ୍‌ ନଂ 161ରେ ହୋଇଥିଲା ଆକ୍ରମଣ, ବିଜେପି କର୍ମୀ ମୃତ

Banajyotshna Ray
Browse all articles by Banajyotshna Ray
·2 years ago
ଜମପଡ଼ା ବୁଥ୍‌ ନଂ 161ରେ ହୋଇଥିଲା ଆକ୍ରମଣ, ବିଜେପି କର୍ମୀ ମୃତ

ଅର୍ଗସ ବ୍ୟୁରୋ:  କେନ୍ଦ୍ରାପଡ଼ା ପାଟକୁରାରେ ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀ ମୃତ । କୁଦାନଗରୀ ଥାନା ଜମପଡ଼ା ବୁଥ୍‌ ନଂ 161 ବାହାରେ ହୋଇଥିଲା ଆକ୍ରମଣ । ଆକ୍ରମଣରେ ପଞ୍ଚାୟତ ବିଜେପି ସଭାପତି ବାପାଙ୍କ ମୃତ୍ୟୁ ହୋଇଛି । ବିଜେଡି କର୍ମୀଙ୍କ ଆକ୍ରମଣରେ ମୃତ୍ୟୁ ଘଟିଥିବା ପୁଅ ଅଭିଯୋଗ କରିଛନ୍ତି । ବିଜେଡି କର୍ମୀ ଗାଡ଼ି ଚଢ଼ାଇ ମାରିଦେଇଥିବା ଅଭିଯୋଗ । ବିଜେଡି କର୍ମୀଙ୍କ ନୃଶଂସତାକୁ ନିନ୍ଦା କଲେ ବିଧାୟକ ପ୍ରାର୍ଥୀ ତେଜେଶ୍ଵର ପରିଡ଼ା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJP worker killed in attack by BJD workers | Argus News