Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସମ୍ୱଲପୁରରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ କାବୁ କଲେ ବିଜେପି କର୍ମୀ

Odisha

ସମ୍ୱଲପୁରରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ କାବୁ କଲେ ବିଜେପି କର୍ମୀ

Banajyotshna Ray
Browse all articles by Banajyotshna Ray
·1 year ago
ସମ୍ୱଲପୁରରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ କାବୁ କଲେ ବିଜେପି କର୍ମୀ

ଅର୍ଗସ ବ୍ୟୁରୋ:  ସମ୍ବଲପୁରରେ ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ 32 ଜଣଙ୍କୁ କାବୁ କଲେ ବିଜେପି କର୍ମୀ। ଏମାନେ ସମ୍ବଲପୁରର ବରେଇପାଲି ଅଂଚଳରେ ଏକ ଫ୍ଲାଟରେ ଲୁଚି ରହି କାମ କରୁଥିଲେ। ବିଜେପି କାର୍ଯ୍ୟକର୍ତ୍ତା ମାନେ ଏ ସମ୍ବନ୍ଧରେ ଖବର ପାଇ ସମସ୍ତଙ୍କୁ କାବୁ କରି ବରେଇପାଲି ଥାନାରେ ଜିମା ଦେଇଛନ୍ତି । ସେପଟେ ପୋଲିସ ସଭିଙ୍କୁ ହେପାଜତକୁ ନେଇ ସମସ୍ତଙ୍କ  ପରିଚୟ ପତ୍ର ଯାଞ୍ଚ କରୁଛି। ଵାଂଲାଦେଶରେ ପରିସ୍ଥିତି ଅଣାୟତ୍ତ ହେବା ପରେ ଓଡ଼ିଶାରେ ବଢ଼ିଛି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିନ୍ତା। ଏନେଇ ସମ୍ଵଲପୁରରେ ପୂର୍ବରୁ ସନାତନୀ ସୁରକ୍ଷା ମଂଚ ପକ୍ଷରୁ ଜିଲ୍ଲାପାଲଙ୍କୁ ଭେଟି ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP workers arrested Bangladeshi intruders in Sambalpur | Argus News