Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୀରେ ବସିପାରେ ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ

Banajyotshna Ray
Browse all articles by Banajyotshna Ray
·2 years ago
ପୁରୀରେ ବସିପାରେ ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ

ଅର୍ଗସ ବ୍ୟୁରୋ:  ଜୁଲାଇ 19 ଏବଂ 20 ରେ ବସିବ ବିଜେପି କାର୍ଯ୍ୟକାରିଣୀ ବୈଠକ । ପୁରୀରେ ବସିପାରେ ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ । ଯୋଗ ଦେବେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଆଗାମୀ ଦିନର ରଣନୀତି ଏବଂ କାର୍ଯ୍ୟପନ୍ଥା ଚୂଡାନ୍ତ ହେବ । ଶାସକ ଦଳ ଭାବେ ଦଳ ଆଗାମୀ ଦିନରେ କେଉଁ ରାଜନୈତକ କାର୍ଯ୍ୟକ୍ରମ ହାତକୁ ନେବ ସେନେଇ ରାଜନୈତିକ ଚିଠା ପ୍ରସ୍ତାବ ପରିତ ହେବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP working meeting to be held on July 19 and 20 | Argus News