Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଢୁଛି ଉତ୍କଣ୍ଠା, ଭୁବନେଶ୍ବରରେ ପହଞ୍ଚିଲେ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

Smruti Parija
Browse all articles by Smruti Parija
·2 years ago·1 min read
ବଢୁଛି ଉତ୍କଣ୍ଠା, ଭୁବନେଶ୍ବରରେ ପହଞ୍ଚିଲେ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ । ପର୍ଯ୍ୟବେକ୍ଷକ ଭୁପେନ୍ଦ୍ର ଯାଦବ କିଛି ସମୟ ତଳେ ଭୁବନେଶ୍ବରରେ ପହଞ୍ଚିଛନ୍ତି । ସେମାନେ ବିଜେପି ବିଧାୟକ ଦଳ ବୈଠକରେ ଯୋଗ ଦେବେ  । ନବ ନିର୍ବାଚିତ ବିଜେପି ବିଧାୟକ ଏବଂ ନେତାଙ୍କ ସହ ଆଲୋଚନା କରିବେ । ଆଲୋଚନା ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବେ। ଆସନ୍ତା କାଲି ଓଡ଼ିଶା ଦେଖିବ ନୂଆ ସରକାର । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆସନ୍ତାକାଲି ଓଡ଼ିଶାରେ ନୂଆ ବିଜେପି ସରକାର। ଶପଥ ଗ୍ରହଣ ସମାରୋହ ପାଇଁ ଭୁବନେଶ୍ବର ଜନତା ମୈଦାନରେ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ଆଜି ଅପରାହ୍ନ ୪ଟା ୩୦ରେ ବିଜେପି ବିଧାୟକ ଦଳ ବୈଠକ ହେବ । ଓଡ଼ିଶାରେ ବିଜେପି ସରକାର ଗଠନ ପୂର୍ବରୁ ବସିବ ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ହୋଇପାରେ ଘୋଷଣା ।

ଆହୁରି ପଢନ୍ତୁ ଓଡିଶା ଖବର... 
 

Sponsored
BJP's central observer arrives in Bhubaneswar | Argus News