Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଭିନ୍ନ ପ୍ରକୋଷ୍ଠର ରାଜ୍ୟ ସଂଯୋଜକମାନଙ୍କ ନାମ ତାଲିକା ଘୋଷଣା

Jitendra Dash
Browse all articles by Jitendra Dash
·2 years ago·1 min read
ବିଭିନ୍ନ ପ୍ରକୋଷ୍ଠର ରାଜ୍ୟ ସଂଯୋଜକମାନଙ୍କ ନାମ ତାଲିକା ଘୋଷଣା

ଅର୍ଗସ ବ୍ୟୁରୋ : ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ବିଭିନ୍ନ ପ୍ରକୋଷ୍ଠର ରାଜ୍ୟ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରାଯାଇଛି । ୦୧. ବୁଦ୍ଧିଜୀବୀ ପ୍ରକୋଷ୍ଠ - ଶ୍ରୀ ସୁଦର୍ଶନ ନାୟକ; ୦୨.ଶିକ୍ଷକ ପ୍ରକୋଷ୍ଠ - ଶ୍ରୀ ଲକ୍ଷ୍ମୀକାନ୍ତ ମିଶ୍ର; ୦୩.ଆଇନଜୀବି ପ୍ରକୋଷ୍ଠ - ଶ୍ରୀ ସୌର ଚନ୍ଦ୍ର ମହାପାତ୍ର; ୦୪. ସମବାୟ ପ୍ରକୋଷ୍ଠ - ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜ; ୦୫.ଶିଳ୍ପଦ୍ୟୋଗୀ ପ୍ରକୋଷ୍ଠ    - ଶ୍ରୀ ପ୍ରଭାତ କେଶରୀ ମିଶ୍ର; ୦୬.ବ୍ୟବସାୟୀ ପ୍ରକୋଷ୍ଠ - ଶ୍ରୀ ଗୋବିନ୍ଦ ଅଗ୍ରୱାଲ; ୦୭.ସି.ଏ ପ୍ରକୋଷ୍ଠ - ଶ୍ରୀ ମିହିର ସାହୁ; 

ସେହିଭଳି ୦୮. ଅର୍ଥନୀତି ପ୍ରକୋଷ୍ଠ    - ଡକ୍ଟର କେ.ସି ପାଣିଗ୍ରାହୀ; ୦୯. ନଗରାଚଂଳ ପ୍ରକୋଷ୍ଠ - ଶ୍ରୀ ଜୀବନ ପ୍ରଦୀପ ଦାସ (ପୂର୍ବତନ ବିଧାୟକ); ୧୦. ପଂଚାୟତିରାଜ ପ୍ରକୋଷ୍ଠ-ଶ୍ରୀ ଶଙ୍କର୍ଷଣ ପରିଡା; ୧୧. ମେଡିକାଲ ପ୍ରକୋଷ୍ଠ-ଡାକ୍ତର କୈଳାଶ ବିଶ୍ୱାଳ; ୧୨. ଇ.ଡବ୍ଲ୍ୟୁ.ଏସ ପ୍ରକୋଷ୍ଠ-ଶ୍ରୀ କୁଳମଣି ମିଶ୍ର;୧୩. ମତ୍ସ୍ୟଜୀବୀ ପ୍ରକୋଷ୍ଠ -ଶ୍ରୀ ବିଜୟ ମଲ୍ଲିକ;୧୪. ସାଂସ୍କୃତିକ ପ୍ରକୋଷ୍ଠ-ଶ୍ରୀମତି ପିଙ୍କି ପ୍ରଧାନ; ୧୫. ପୂର୍ବସୈନିକ ପ୍ରକୋଷ୍ଠ-କର୍ଣ୍ଣେଲ. ବିରେନ୍ଦ୍ର ବସ୍ତିଆ, ୧୬. ପ୍ରବାସୀ ଓଡ଼ିଆ ପ୍ରକୋଷ୍ଠ-ଶ୍ରୀ ଜ୍ୟୋତି ରଞ୍ଜନ ନାୟକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP's new state coordinator name announced | Argus News