Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଢେଙ୍କାନାଳ ଗସ୍ତରେ ବିଜେପିର ମହିଳା ଟିମ୍

Banajyotshna Ray
Browse all articles by Banajyotshna Ray
·2 years ago
ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଢେଙ୍କାନାଳ ଗସ୍ତରେ ବିଜେପିର ମହିଳା ଟିମ୍

ଅର୍ଗସ ବ୍ୟୁରୋ: ଢ଼େଙ୍କାନାଳରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ । ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଢେଙ୍କାନାଳ ଗସ୍ତରେ ବିଜେପିର ମହିଳା ଟିମ୍ । ଦଳରେ ଅଛନ୍ତି ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାପତି ଐଶ୍ୱର୍ଯ୍ୟା ବିଶ୍ୱାଳ, ସୁଶ୍ରୀ ସୁକେଶି ଓରାମ ଓ ରଶ୍ମି ପଟ୍ଟନାୟକ । ତେବେ ସଦର ଥାନା ଅଞ୍ଚଳରେ ଦୁଷ୍କର୍ମ ପରେ ପଥରରେ ଛେଚି ଅତି ନିର୍ମମ ଭାବେ 16 ବର୍ଷର ନାବାଳିକାଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଗତକାଲି ଟିଉସନ୍ ଯାଇ ଆଉ ଘରକୁ ଫେରିନଥିଲେ ନାବାଳିକା । ଏନେଇ ପରିବାର ଲୋକଙ୍କ ପକ୍ଷରୁ ଟାଉନ ଥାନାରେ ଏତଲା ଦିଆଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP's women's team on a visit to Dhenkanal to meet the victim's family | Argus News