Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୋରାପୁଟରୁ ଶ୍ରୀଜଗନ୍ନାଥଙ୍କ ପାଇଁ ଆସିଲା କଳାଜିରା ଚାଉଳ

Ritu Das
Browse all articles by Ritu Das
·2 years ago
କୋରାପୁଟରୁ ଶ୍ରୀଜଗନ୍ନାଥଙ୍କ ପାଇଁ ଆସିଲା କଳାଜିରା ଚାଉଳ

ଅର୍ଗସ ବ୍ୟୁରୋ: କୋରାପୁଟରୁ ପୁରୀ ଶ୍ରୀଜଗନ୍ନାଥ ପାଇଁ ପୁରୀ ଆସିଲା କଳାଜିରା ଚାଉଳ । ସାବର ଶ୍ରୀକ୍ଷେତ୍ର କୋରାପୁଟରୁ ଆସିଥିବା କଳାଜିରା ଚାଉଳ ପୁରୀରେ ଆସି ପହଞ୍ଚିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନର ଦାନ ପ୍ରକୋଷ୍ଠରେ ଏହାକୁ ସମର୍ପଣ କରାଯାଇଛି । 

କୋରାପୁଟର 20 ଜଣ ଚାଷୀ ଏହି କଳାଜିରା କିସମ ଧାନକୁ ପରୀକ୍ଷା ମୂଳକ ଭାବେ ଚାଷ କରିଥିବା ବେଳେ ସେଥିରୁ ଏକ କ୍ବିଣ୍ଟାଲ୍ କଳାଜିରା ଚାଉଳ ସହ ନଡ଼ିଆ, କଞ୍ଚା କଦଳୀ ମଧ୍ୟ ଶ୍ରୀମନ୍ଦିର ଦାନ ପ୍ରକୋଷ୍ଠରେ ସମର୍ପଣ କରାଯାଇଛି।

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Black cumin rice | Argus News