Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଷ୍ଟିଲ୍ କାରଖାନାରେ ବିସ୍ଫୋରଣ

Odisha

ଷ୍ଟିଲ୍ କାରଖାନାରେ ବିସ୍ଫୋରଣ

Smruti Parija
Browse all articles by Smruti Parija
·1 year ago
ଷ୍ଟିଲ୍ କାରଖାନାରେ ବିସ୍ଫୋରଣ

ଢେଙ୍କାନାଳ: ଷ୍ଟିଲ୍ କାରଖାନାରେ ବିସ୍ଫୋରଣ । ଢେଙ୍କାନାଳ ଜିଲ୍ଲା ଝାଡ଼ବନ୍ଧ ନିକଟରେ ଥିବା ରୁଙ୍ଗଟା ମାଇନ୍ସ ଷ୍ଟିଲ୍ କାରଖାନାରେ ବିସ୍ଫୋରଣ ହୋଇଛି । ଫାଟିଲା ଫର୍ଣ୍ଣେସ୍ । ଏଥିରେ କେହି ମୃତାହତ ହୋଇ ନଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ସୂଚନା । ଗତ କିଛି ଦିନ ପୂର୍ବରୁ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା । ଫର୍ଣ୍ଣେସ୍ ସାଇଟ୍ ପାଖ ଧୂଆଁମୟ ହୋଇଯାଇଛି । ଫଳରେ କର୍ମଚାରୀ ଭୟଭିତ ହୋଇପଡିଛନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
blast-in-dhenkanal-steel-factory | Argus News