Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଭୋଟିଂ କାଉଣ୍ଟି ପ୍ରକ୍ରିୟା ସୁରୁଖୁରୁରେ ଶେଷ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

Odisha

ଭୋଟିଂ କାଉଣ୍ଟି ପ୍ରକ୍ରିୟା ସୁରୁଖୁରୁରେ ଶେଷ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

Banajyotshna Ray
Browse all articles by Banajyotshna Ray
·2 years ago
ଭୋଟିଂ କାଉଣ୍ଟି ପ୍ରକ୍ରିୟା ସୁରୁଖୁରୁରେ ଶେଷ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

ଅର୍ଗସ ବ୍ୟୁରୋ: କମିଶନରେଟ୍ ପୋଲିସର ନିର୍ବାଚନ ପ୍ରସ୍ତୁତି । କଟକରେ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟିଂ କାଉଣ୍ଟି ପ୍ରକ୍ରିୟା ସୁରୁଖୁରୁରେ ଶେଷ କରିବା ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ମତଦାନ ପାଇଁ 722ଟି ବୁଥ ଥିବା ବେଳେ 125 ସମ୍ବେଦନଶୀଳ ବୁଥ ରହିଛି ।  କିଛି ଅପରାଧୀଙ୍କୁ ତଡିପାର କରିବା ପାଇଁ ଯୋଜନା କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସଞିବ ପଣ୍ଡା  ।

ସେପଟେ ୨ ଲକ୍ଷ ରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି ।୧୦ ଟି ବେଆଇନ୍ ବନ୍ଧୁକ ସିଜ୍ କରିଛି ପୋଲିସ । ୨୯୭ ଗନ୍ ଲାଇସେନ୍ସ ପୋଲିସ ପାଖେ ଜମା ହୋଇଛି। ଦଫା 110ରେ 63 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏନବିଡବ୍ଲୁ ମାଧ୍ୟମରେ 283ଜଣ ଙ୍କୁ ଗିରଫ କରାଯାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Blueprint is ready for smooth completion of voting county process | Argus News