Videos
|
Odisha

ଖୋଲାରେ ଅଳିଆ ପଡିଲେ ଫାଇନ କାଟିବ ବିଏମସି

Swayangprajna Mishra
Browse all articles by Swayangprajna Mishra
·2 years ago
ଖୋଲାରେ ଅଳିଆ ପଡିଲେ ଫାଇନ କାଟିବ ବିଏମସି

ଭୁବନେଶ୍ବର : ଖୋଲା ରେ ଅଳିଆ ପକାଇଲେ ଫାଇନ କାଟିବ ବିଏମସି ।ବିଭିନ୍ନ ସଙ୍ଘ ସହ ବୈଠକ କରି ସଚେତନ କରିଛି ବିଏମସି । ଅଳିଆ ସଂଗ୍ରହ ପାଇଁ ବିଏମସି ଗାଡି ଯିବ ।ରାସ୍ତା ଉପରେ ଅଳିଆ ପକାଇଲେ ଷ୍ଟ୍ରିଟ ଆକ୍ସନ ନେବ ବିଏମସି ।

ଅଧିକ ପଢନ୍ତୁ : ମୌଳିକ ସୁବିଧାରୁ ବଞ୍ଚିତ ସ୍ମାର୍ଟସିଟିବାସୀ, ହେଲେ ବିଏମସିର ବଡ଼ ଲୋକ କହୁଛନ୍ତି ବଡ଼ ବଡ଼ କଥା

ଯେଉଁ ଦୋକାନ ଖିଲାପ କରିବେ ଉକ୍ତ ଦୋକାନ ଉପରେ ଫାଇନ କାଟିବ ବିଏମସି ।ସୂଚନା ଦେଲେ ବିଏମସି କମିଶନର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BMC will take street action against littering on roads | Argus News