Videos
|
Odisha

ଯାଜପୁର ବିଧାନସଭା ଆସନରୁ ପୁଣି ନିର୍ବାଚନ ଲଢିବାକୁ ମନ ବଳାଇଛନ୍ତି ବବି

Banajyotshna Ray
Browse all articles by Banajyotshna Ray
·1 year ago
ଯାଜପୁର ବିଧାନସଭା ଆସନରୁ ପୁଣି ନିର୍ବାଚନ ଲଢିବାକୁ ମନ ବଳାଇଛନ୍ତି ବବି

ଅର୍ଗସ ବ୍ୟୁରୋ:  ଯାଜପୁରର ତିନି ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍ ପରେ ମୁହଁ ଖୋଲିଛନ୍ତି ପ୍ରଣବ ପ୍ରକାଶ ଦାସ । ବିକାଶ ନାଁରେ ଦୁର୍ନୀତି କରିଥିବା ଲୋକଙ୍କ ପୁଳା ପୁଳା ଅଭିଯୋଗ ସତ୍ତ୍ବେ ସେ ବିତଣ୍ଡା ଯୁକ୍ତି କରୁଛନ୍ତି । ଦୁର୍ନୀତିକୁ ସ୍ବୀକାର କରୁନାହାନ୍ତି ପ୍ରଣବ ପ୍ରକାଶ ଦାସ । ଅନ୍ୟପଟେ ଯାଜପୁର ବିଧାନସଭା ଆସନରୁ ପୁଣି ନିର୍ବାଚନ ଲଢିବାକୁ ମନ ବଳାଇଛନ୍ତି ବବି । ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ କୁଆଁସ ମଙ୍ଗଳା ପୀଠରେ ବିଜେଡ଼ି ପଦଯାତ୍ରା ସମୟରେ ଏଭଳି କିଛି ସଙ୍କେତ ଦେଇଛନ୍ତି । ଏଥିପାଇଁ ବଲି କା ବକରା  ପାଲଟିବେ କି ଯାଜପୁର ବିଧାୟିକା ସୁଜାତା ସାହୁ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: