ବବିଙ୍କ ଭାଇ ଲଲଙ୍କ ଜାମିନ ଆବେଦନ ଖାରଜ
·1 year ago

ଅର୍ଗସ ବ୍ୟୁରୋ: ଖାରଜ ହେଲା ଭବ ପ୍ରଦସ ଦାସ ଓରଫ ଲଲଙ୍କ ଜାମିନ ଆବେଦନ। ଆଜି କ୍ରାଇମବ୍ରାଞ୍ଚ ସ୍ଵତନ୍ତ୍ର ପବ୍ଲିକ ପ୍ରସି କୁଟରଙ୍କ ଉପସ୍ଥିତିରେ ହୋଇଥିଲା ଶୁଣାଣି।
ଆଜି ଯାଜପୁର ପୋଲିସ ଷ୍ଟେସନ କେସ ୪୬୯ ,୪୭୦, ୪୭୨ ନମ୍ବର ଶୁଣାଣି ଥିବାବେଳେ ଜାମିନ ଖାରଜ କଲେ ଜିଲ୍ଲା ଦୌରାଜଜ୍ ଯାଜପୁର। ଏଥିରେ କ୍ରାଇମବ୍ରାଞ୍ଚ ଡିଏସପି ମଧ୍ୟ ଉପସ୍ଥିତ ଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: