Videos
|
Odisha

ସ୍କୁଲ ପାଇଖାନାରୁ ମିଳିଲା ମହିଳାଙ୍କ ମୃତଦେହ

Ritu Das
Browse all articles by Ritu Das
·2 years ago
ସ୍କୁଲ ପାଇଖାନାରୁ ମିଳିଲା ମହିଳାଙ୍କ ମୃତଦେହ

ଅର୍ଗସ ବ୍ୟୁରୋ: ସ୍କୁଲ ପାଇଖାନାରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।  ଯାଜପୁର ବିଂଝାରପୁର ଥାନା ମଧୁସୂଦନପୁର ଗ୍ରାମର ମଧୁସୂଦନପୁର ନୋଡାଲ ଉପ୍ରା ବିଦ୍ୟାଳୟ ଶୌଚାଳୟରୁ ରକ୍ତାକ୍ତ ଅବସ୍ଥାରେ ମୃତ ଦେହ ଜବତ କରିଛନ୍ତି। ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ବିନୋଦିନୀ ସାହୁ।

ବିନୋଦିନୀ ସବୁ ଦିନ ଫୁଲ ତୋଳିବା ପାଇଁ ସ୍କୁଲ ପରିସରକୁ ଯାଇଥାନ୍ତି। କିନ୍ତୁ ଆଜି ତାଙ୍କ ମୃତଦେହ କେଉଁ ପରିସ୍ଥିତିରେ ପାଇଖାନା ଭିତରକୁ ଆସିଲା ସେ ନେଇ ସନ୍ଦେହ ଦେଖାଦେଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Body of woman | Argus News