Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ ପ୍ରଯୋଜିକା ଏକତା କପୁର

Ritu Das
Browse all articles by Ritu Das
·1 year ago
ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ ପ୍ରଯୋଜିକା ଏକତା କପୁର

ଅର୍ଗସ ବ୍ୟୁରୋ: ସତ୍ୟକୁ ସବୁଦିନ ପାଇଁ ଲୁଚାଇ ରଖାଯାଇ ପାରିବନି ଏମିତି ଏକ କାହାଣା ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି ଫିଲ୍ଲ ସାବରମତୀରେ । ଗଣମାଧ୍ୟମ ଦେଖାଉଥିବା କଥା ଯେ ସବୁବେଳେ ସତ୍ୟ ତାହା ଯଥାର୍ଥ ନୁହେଁ , ୨୦୦୨ ଗୋଧ୍ରା  ଟ୍ରେନ ପୋଡି ଓ ସେଥିରେ ଜୀବନ୍ତ ଦଗ୍ଦ ହେଇଥିବା ୫୯ ଜଣ ଜୀବନର ସତ୍ୟ କାହାଣୀ ଉପରେ ଆଧାରିତ ଚଳଚିତ୍ର ‘ସାବରମତି ରିପୋର୍ଟ’ ଦେଖାଯାଇଛି । 

ଏବେ ଏହି ଫିଲ୍ଲ୍ ଟି ଟ୍ୟାକ୍ସ ଫ୍ରି ହୋଇଛି । ଏହାପରେ ଫିଲ୍ଲର  ପ୍ରଯୋଜିକା ଏକତା କାପୁର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଦେଇଛନ୍ତି । ଏଥିସହ ଫିଲ୍ଲ ଦେଖିବାକୁ ମୁଖ୍ୟମନ୍ତ୍ରୀକୁ ନିମନ୍ତ୍ରଣ ଦେଇଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bollywood | Argus News