Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଗାଡି ଭଙ୍ଗାରୁଜା ସହ ପରସ୍ପର ଆକ୍ରମଣରେ ଦୁଇ ଆହତ

Odisha

ଗାଡି ଭଙ୍ଗାରୁଜା ସହ ପରସ୍ପର ଆକ୍ରମଣରେ ଦୁଇ ଆହତ

Banajyotshna Ray
Browse all articles by Banajyotshna Ray
·2 years ago
ଗାଡି ଭଙ୍ଗାରୁଜା ସହ ପରସ୍ପର ଆକ୍ରମଣରେ ଦୁଇ ଆହତ

ଅର୍ଗସ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ତରବୋଇ ଗାଁରେ ଗୋଷ୍ଠୀ ସଂଘର୍ଷରୁ ବୋମାମାଡ଼ । ଗାଡି ଭଙ୍ଗାରୁଜା ସହ ପରସ୍ପର ଆକ୍ରମଣରେ ଦୁଇ ଜଣ ଆହତ ହୋଇଛନ୍ତି । ସାମାନ୍ୟ କଥାକୁ କେନ୍ଦ୍ର କରି ଗତକାଲି ରାତିରେ ଗଣ୍ଡଗୋଳ ଘଟିଥିଲା । ଗୋଷ୍ଠୀସଂଘର୍ଷର କାରଣ ଅସ୍ପଷ୍ଟ ଥିବାବେଳେ ଜଟଣୀ ଥାନାରେ ଏତଲା ଦିଆଯାଇଛି । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Bomb blast and 2 injured | Argus News