Videos
|
Odisha

ପୁଣି ପୁରୀରେ ବୋମା ମାଡ଼ 

Manini Pattanayak
Browse all articles by Manini Pattanayak
·2 years ago
ପୁଣି ପୁରୀରେ ବୋମା ମାଡ଼ 

 ପୁରୀ:  ପୁଣି ପୁରୀରେ ବୋମା ମାଡ଼ । ପୁରୀ ବାସେଳି ସାହି ଥାନା ଅଧିନ ଲୋକନାଥ ରୋଡ଼ ବାରବାଟୀ କଲ୍ୟାଣି ମଣ୍ଡପ ସମ୍ମୁଖରେ ହୋଇଛି ବୋମା ମାଡ଼। ଦୁଇଟି ବୋମା ମାଡ ହୋଇଥିବା ବେଳେ ଗୋଟିଏ ଫୁଟିଯାଇ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଆଉ ଗୋଟେ ପଡିରହିଥିଲା ।

ତେବେ ଦୁଇଜଣ ଯୁବକ ଆସି ସେ ଅଞ୍ଚଳ ରେ ଲୋକଙ୍କୁ ଭୟଭୀତ କରିବା ସହ ବୋମା ମାଡ଼କରିଥିବା କୁହାଯାଉଛି। ଯୁବକ ମାନେ ନିଜ ସାଥିରେ ହାତ ହତିଆର ରଖିଥିବା କଥା ମଧ୍ୟ କୁହାଯାଉଛି । ଗତ ବୁଧବାର ମଧ୍ୟ ପୁରୀ ଗୋପାଳପୁର ରେ ବରିଷ୍ଠ ଆଇନଜୀବୀ ଙ୍କ ଘରେ ବୋମା ମାଡ଼ ହୋଇଥିଲା ।ଧାର ଟଙ୍କା ମାଗିବା ନେଇ କୋର୍ଟ ରେ ମାମଲା ରୁଜ୍ଜୁ କରିଥିବାରୁ ଆଇନଜୀବୀ ଙ୍କ ଘରେ ବୋମା ମାଡ଼ ହୋଇଥିବା ପ୍ରେସ ମିଟ କରି ସୂଚନା ଦେଇଥିଲେ ପୁରୀ ଏସପି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: