Bhubaneswar Court / ଭୁବନେଶ୍ୱର କୋର୍ଟକୁ ବୋମା ଧମକ, ପହଞ୍ଚିଲା ବମ୍ ସ୍କ୍ୱାଡ୍ ଓ ସନ୍ଧାନୀ କୁକୁର
·4 months ago

Key Points
ଭୁବନେଶ୍ୱର କୋର୍ଟରେ ଆତଙ୍କ !
ବୋମା ଧମକ ପରେ ଯାଞ୍ଚ ଜାରି
ପୋଲିସ୍ ଓ ବମ୍ ସ୍କ୍ବାର୍ଡ ଯାଞ୍ଚ ଜାରି
ବୋମା ଧମକ ପରେ ଯାଞ୍ଚ ଜାରି
ପୋଲିସ୍ ଓ ବମ୍ ସ୍କ୍ବାର୍ଡ ଯାଞ୍ଚ ଜାରି
ପୁଣି କୋର୍ଟକୁ ବୋମା ଧମକ । ଭୁବନେଶ୍ୱର କୋର୍ଟକୁ ମିଳିଲା ବୋମା ଧମକ । ଏହି ଧମକ ମିଳିବା ପରେ କୋର୍ଟ ପରିସରରେ ସନ୍ଧାନୀ କୁକୁର ଓ ବମ୍ ସ୍କ୍ବାର୍ଡ ପହଞ୍ଚି ତନତନ ଯାଞ୍ଚ ଜାରି ରହିଛି । ଘଟଣାସ୍ଥଳରେ ବଡ଼ଗଡ଼ ଥାନା ପୋଲିସ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଯାଞ୍ଚ ଜାରି ରଖିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories