Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୀରେ ବୋମାମାଡ, ବୋମାମାଡରେ ବାପ ପୁଅ ଆହତ

Banajyotshna Ray
Browse all articles by Banajyotshna Ray
·1 year ago
ପୁରୀରେ ବୋମାମାଡ, ବୋମାମାଡରେ ବାପ ପୁଅ ଆହତ

ଅର୍ଗସ ବ୍ୟୁରୋ:  ପୁରୀରେ ବୋମାମାଡ। ବୋମାମାଡରେ ବାପ ପୁଅ ଆହତ ହୋଇଛନ୍ତି । ବଳିଆପଣ୍ଡା ଥାନା ଅନ୍ତର୍ଗତ ଜନମଙ୍ଗଳ ଲେନରେ ୨ ଟି  ବୋମା ମାଡରେ ବାପ ପୁଅ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ପୁରୀ ସଦର ମେଡିକାଲ ରେ ଭର୍ତ୍ତି କରାଯାଇଛି । ଵୋମାମାଡର କାରଣ ଅସ୍ପଷ୍ଟ ରହିଛି । ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ ସନ୍ଦେହ କରାଯାଉଛି । ବଳିଆପଣ୍ଡା ଥାନା ପୋଲିସର ତଦନ୍ତ ଆରମ୍ଭ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bombed in Puri, father and son injured in bomb | Argus News