Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୀମାନ୍ତରେ ବଡ଼ ଧରଣର ଏନକାଉଣ୍ଟର: ହାର୍ଡକୋର ମାଓବାଦୀ ମୃତ

Ritu Das
Browse all articles by Ritu Das
·2 years ago
ସୀମାନ୍ତରେ ବଡ଼ ଧରଣର ଏନକାଉଣ୍ଟର: ହାର୍ଡକୋର ମାଓବାଦୀ ମୃତ

ଅର୍ଗସ ବ୍ୟୁରୋ: ସୀମାନ୍ତ ଛତିଶଗଡ଼ ସୁକମାରେ ଆଜି ଭୋର ସକାଳୁ ବଡ ଧରଣର ଏନକାଉଣ୍ଟର ହୋଇଛି । ସୁକମାର ବୁକେଲାକା ଅଞ୍ଚଳରେ କୁମ୍ବିଙ୍ଗ ଅପରେସନ ଚାଲିବା ସମୟରେ ମାଓ କ୍ୟାମ୍ପକୁ ଠାବ କରିଥିଲେ ସୁରକ୍ଷା ବହିନୀ। 

ଯବାନଙ୍କୁ ଦେଖି ମାଓବାଦୀ ଗୁଳିଚାଳନା କରିଥିଲେ । ପାଲଟା ଜବାବ ଦେବାକୁ ଯାଇ ଘଟଣାସ୍ଥଳରେ ଜଣେ ହାର୍ଡକୋର ମାଓବାଦୀର ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାସ୍ଥଳରେ କୁମ୍ବିଙ୍ଗ ଅପରେସନ ଜାରି ରହିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
border encounter | Argus News