|
logo
Live

Argus News - ପ୍ରବଳ ବର୍ଷା, ଫୁଲୁଛି ବ୍ରାହ୍ମଣୀ

Odisha

ପ୍ରବଳ ବର୍ଷା, ଫୁଲୁଛି ବ୍ରାହ୍ମଣୀ

Smruti Parija
Browse all articles by Smruti Parija
·1 year ago
ପ୍ରବଳ ବର୍ଷା, ଫୁଲୁଛି ବ୍ରାହ୍ମଣୀ

ରାଉରକେଲା:  ପ୍ରବଳ ବର୍ଷା ଫୁଲୁଛି ବ୍ରାହ୍ମଣୀ । ଗତକାଲି ମନ୍ଦିରା ଡ୍ୟାମ୍ 11 ଗେଟ୍ ଖୋଲିଛି । ଫଳରେ ବନ୍ୟା ପାଣି ପଶିଛି ବାଲୁ ଘାଟରେ । ବ୍ରାହ୍ମଣୀ ବନ୍ୟା ପାଣି ତଳିଆ ଅଞ୍ଚଳ ବାଲୁ ଘାଟରେ ପଶିବା ଯୋଗୁଁ  ବାଲୁଘାଟର 9 ଟି ଘରେ ପଶିଛି ପାଣି । ବ୍ୟବସ୍ଥିତ ଅନୁସାରେ ମହାନଗର ନିଗମର ଡ୍ରେନ୍ ଠିକ୍ ରୂପେ ନିର୍ମାଣ ହୋଇନଥିବାରୁ ପ୍ରତ୍ୟେକ ବର୍ଷ ପାଣି ବାଲିଘାଟରେ ପଶୁଛି । ସ୍ଥାନୀୟ ଲୋକଙ୍କ ସ୍ଥାନୀୟ ପ୍ରଶାସନ ଉପରେ ଅସନ୍ତୋଷ ବାରମ୍ବାର ଡ୍ରେନ ବ୍ୟବସ୍ଥା ସୁଧାରିବାକୁ କହିଲେ ବି ପ୍ରଶାସନ ଚୁପ୍ । ଯାହା ଫଳରେ ଲୋକେ ହେଉଛନ୍ତି ହନ୍ତସନ୍ତ ।
 

 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପ୍ରବଳ ବର୍ଷା, ଫୁଲୁଛି ବ୍ରାହ୍ମଣୀ | Argus News