Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -   ଗ୍ରିଲ ଭାଙ୍ଗି ସୁନା ଚେନ୍‌ ଚୋରି,  ଜଣେ ଅଟକ 

Odisha

  ଗ୍ରିଲ ଭାଙ୍ଗି ସୁନା ଚେନ୍‌ ଚୋରି,  ଜଣେ ଅଟକ 

Manini Pattanayak
Browse all articles by Manini Pattanayak
·1 year ago·1 min read
  ଗ୍ରିଲ ଭାଙ୍ଗି ସୁନା ଚେନ୍‌ ଚୋରି,  ଜଣେ ଅଟକ 

ସମ୍ବଲପୁର: ଘର ଗ୍ରିଲ ଭାଙ୍ଗି ସୁନା ଚେନ ଚୋରି। ରେଢ଼ାଖୋଲ ଥାନା ସହରର ଆଦର୍ଶ ନଗରରେ ରହୁଥିବା କୁମୁଦ ଚନ୍ଦ୍ର ପ୍ରଧାନଙ୍କ ଘରୁ ଗତକାଲି ରାତି 2ଟା ସମୟରେ କିଛି ଦୁର୍ବୃତ୍ତ ଘର ଗ୍ରିଲ ରେ ଥିବା ତାଲା ଭାଙ୍ଗି ଘରକୁ ଯାଇ ଏକ ସୁନା ଚେନ ଓ 6 ହଜାର 5 ସହ ଟଙ୍କା ଲୁଟି ନେଇଥିବା ସୂଚନା। ଏନେଇ  ରେଢ଼ାଖୋଲ ଥାନାରରେ ଅଭିଯୋଗ ହୋଇଛି l

ଅଭିଯୋଗ ପରେ ରେଢ଼ାଖୋଲ ପୋଲିସ ଜଣକୁ ଅଟକ ରଖି ତଦନ୍ତ କରୁଛି l 2016 ମସିହାରେ ମଧ୍ୟ ଏହି ଘରେ ଚୋରି ହୋଇଥିଲା 5 ଲକ୍ଷ ଟଙ୍କା ର ସୁନା ଗହଣା । ଏବଂ ଚୋରି ର କୌଣସି ଟେର ପାଇ ନଥିଲା ପୋଲିସ l ପୁଣି ଏବେ ଦ୍ୱିତୀୟ ଚୋରି ହୋଇଛି କୁମୁଦ ଙ୍କ ଘରେ l ତେଣୁ ରେଢ଼ାଖୋଲ ପୋଲିସ ର ପାରିବ ପଣିଆ ଉପରେ ମଧ୍ୟ ପ୍ରଶ୍ନ ଉଠୁଛି l  
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Broke grill and stole gold chain, one arrested Sambalpur | Argus News