Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମନ୍ଦିରରେ ପଶି ଲୁଟି ନେଲେ ଅଳଙ୍କାର 

Odisha

ମନ୍ଦିରରେ ପଶି ଲୁଟି ନେଲେ ଅଳଙ୍କାର 

Manini Pattanayak
Browse all articles by Manini Pattanayak
·2 years ago
ମନ୍ଦିରରେ ପଶି ଲୁଟି ନେଲେ ଅଳଙ୍କାର 

ଭଦ୍ରକ: ଭଦ୍ରକରେ ମାତିଲେ ମନ୍ଦିର ଲୁଟେରା । ଶ୍ରୀରାମ ମନ୍ଦିର, ଶିବ ମନ୍ଦିର, ହନୁମାନ ମନ୍ଦିର ଓ ଶନି ମନ୍ଦିରରେ ପଶି ଲୁଟି ନେଲେ ବ୍ୟବହୃତ ହେଉଥିବା ଚାନ୍ଦି,ସୁନା, ରୁପା ଅଳଙ୍କାର ସହ ପିତ୍ତଳ ବାସନ କୁଶନ ଓ ଦାନବାକ୍ସର ଲକ୍ଷାଧିକ ଟଙ୍କା ।

ଚରମ୍ପା ବରାଳପୋଖରୀ ଅଞ୍ଚଳର 1ନଂ ଓ 2 ନଂ ୱାର୍ଡରେ ଥିବା ମନ୍ଦିରରୁ ଲୁଟ୍ ହୋଇଛି । ଟାଉନ ଥାନାରେ ଅଭିଯୋଗ ହେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ।

 ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sri Ram Temple, Shiva Temple, Hanuman Temple and Shani Temple were looted , including silver, gold, silver ornaments, brass bowls, cushions and boxes worth lakhs of rupees. | Argus News