ସାପ ନେଇଗଲା ଭାଇଭଉଣୀଙ୍କ ଜୀବନ...
·1 year ago

ଅର୍ଗସ ବ୍ୟୁରୋ: ସଇଁତଲା ଥାନା ବିବିନା ପଂଚାୟତ ଜାମପଦର ଗାଁରେ ଅଭାବନିୟ ଘଟଣା । ସାପ କାମୁଡାରେ ଭାଇ ଭଉଣୀଙ୍କ ମୃତ୍ୟୁ। ଜଣଙ୍କର ସଇଁତଲା ଡାକ୍ତରଖାନା ରେ ମୃତ୍ୟୁ ବେଳେ ଆଉ ଜଣ ଙ୍କର ବଲାଙ୍ଗୀର ଭୀମ ଭୋଇ ମେଡିକାଲ ରେ ମୃତ୍ୟୁ ବୋଲି ସୂଚନା। ମୃତ୍ୟୁ ର କାରଣ ଅସ୍ପଟ, ପୋଲିସ ର ଛାନ ଭିନ ଆରମ୍ଭ.। ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ଜଣା ପଡିବ କାରଣ। ଘଟଣା କୁ ନେଇ ଅଂଚଳ ରେ ଶୋକର ଛାଇ ଖେଳିଯାଇଛି । ପରିବାର ଲୋକେ ଭାଙ୍ଗି ପଡିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: