Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତ୍ରିପୁରାରେ କାର୍ଯ୍ୟରତ ଓଡିଆ BSF ଯବାନ ସହିଦ

Smruti Parija
Browse all articles by Smruti Parija
·2 years ago
ତ୍ରିପୁରାରେ କାର୍ଯ୍ୟରତ ଓଡିଆ BSF ଯବାନ ସହିଦ

କଳାହାଣ୍ଡି: ଆସାମ ତ୍ରିପୁରାରେ କାର୍ଯ୍ୟରତ ଓଡ଼ିଆ BSF ଯବାନ ସହିଦ । ରାତିରେ ଡ୍ୟୁଟିରେ ଥିବାବେଳେ ସାକଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ଜଣାପଡିନାହିଁ । ଯବାନ ଜଣଙ୍କ ହେଉଛନ୍ତି ଈଶ୍ଵର ଚନ୍ଦ୍ର ବେହେରା । ସେ କଳାହାଣ୍ଡି କେସିଙ୍ଗା ଥାନା ବେଲଖଣ୍ଡିର ବୋଲି ଜଣାପଡିଛି । 
 

ଛତିଶଗଡ଼ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BSF-odia jawan-iswar-chandra-dora working in Tripura were martyred | Argus News