Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଏସଏଫ୍ ପକ୍ଷରୁ କମ୍ବିଂ ଅପରେସନ ବେଳେ ଆଇଇଡି ଜବତ

Manini Pattanayak
Browse all articles by Manini Pattanayak
·1 year ago
ବିଏସଏଫ୍ ପକ୍ଷରୁ କମ୍ବିଂ ଅପରେସନ ବେଳେ ଆଇଇଡି ଜବତ

ମାଲକାନଗିରି : କାନଗିରି କାଲିମେଳାର ବୋଡିଗେଟା ଗାଁରୁ ଶକ୍ତିଶାଳୀ ଆଇଇଡି ଜବତ କରିଛି । ବିଏସଏଫ୍ ପକ୍ଷରୁ କମ୍ବିଂ ଅପରେସନ ବେଳେ ଗୋଟିଏ ଆଇଇଡି, ଡିଟୋନେଟର ଓ ତାର ଜବତ କରାଯାଇଛି ।

ବିସ୍ଫୋରକ ସାମଗ୍ରୀ ଗୁଡକୁ ଏକ ଗଛତଳେ ଲୁଚାଇ ରଖାଯାଇଥିଲା । ଆଇଇଡି ଜବତ କରିବା ପରେ ତାକୁ ନିଷ୍କ୍ରିୟ କରାଯାଇଛି । ଏଥିସହ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।  
ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BSF seizes IED during combing operation | Argus News