Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାଇୱାକୁ ଧକ୍କା ଦେଲା ବସ୍, 16 ଆହତ

Smruti Parija
Browse all articles by Smruti Parija
·1 year ago
ହାଇୱାକୁ ଧକ୍କା ଦେଲା ବସ୍, 16 ଆହତ

ବଲାଙ୍ଗୀର: ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଗଇଁତଲା ନିକଟରେ ବସ ଦୁର୍ଘଟଣା । ରାସ୍ତାକଡରେ ଛିଡା ହୋଇଥିବା ହାଇଓ୍ବାକୁ ଧକ୍କା ଦେଲା ବସ୍ । ଫଳରେ ୧୬ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bus-accident-in-nh-53-16-injured | Argus News