Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Bhubaneswar / ବରମୁଣ୍ଡା ବସଷ୍ଟାଣ୍ଟରୁ ଆଖିରେ ପଟି ବାନ୍ଧି ବସ୍ ହେଲ୍‌ପରଙ୍କୁ ଅପହରଣ

Swoyang prajna Mishra
Browse all articles by Swoyang prajna Mishra
·9 months ago·1 min read
 ବରମୁଣ୍ଡା ବସଷ୍ଟାଣ୍ଟରୁ ଆଖିରେ ପଟି ବାନ୍ଧି ବସ୍ ହେଲ୍‌ପରଙ୍କୁ ଅପହରଣ

Key Points

ରାଜଧାନୀରେ ବସ୍ ହେଲ୍‌ପରଙ୍କୁ ଅପହରଣ
ବରମୁଣ୍ଡା ବସଷ୍ଟାଣ୍ଟରୁ ଆଖିରେ ପଟି ବାନ୍ଧି ବସ୍ ହେଲ୍‌ପରଙ୍କୁ ଅପହରଣ
ହାତଗୋଡ଼ ବାନ୍ଧି ନିସ୍ତୁକ ପିଟିବା ପରେ ଗୋଠପାଟଣା ରାସ୍ତାରେ ଫିଙ୍ଗିଦେଲେ

ରାଜଧାନୀରେ ବସ୍ ହେଲ୍‌ପରଙ୍କୁ ଅପହରଣ । ବରମୁଣ୍ଡା ବସଷ୍ଟାଣ୍ଡରୁ ଆଖିରେ ପଟି ବାନ୍ଧି ବସ୍ ହେଲ୍‌ପରଙ୍କୁ ଅପହରଣ । ହାତଗୋଡ଼ ବାନ୍ଧି ନିସ୍ତୁକ ପିଟିବା ପରେ ଗୋଠପାଟଣା ରାସ୍ତାରେ ଫିଙ୍ଗିଦେଲେ ।


ଅଭିଯୋଗ ପରେ ଜଣକୁ ଗିରଫ କଲା ଭରତପୁର ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଆଶୁତୋଷ ମହାନ୍ତି । ଭଦ୍ରକ ଜାମୁଝାଡ଼ିରେ ଯାତ୍ରୀ ଉଠାଇବାକୁ ନେଇ ଝଗଡ଼ା ହୋଇଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ : ରାଜଧାନୀରେ 'ଆମ ବସ୍' କଣ୍ଡକ୍ଟରଙ୍କ ଦାଦାଗିରି, ବସ୍‌ରୁ ଭିଡ଼ି ଆଣି ଯାତ୍ରୀଙ୍କୁ ମାଡ଼ ମାରିଲେ


ବରମୁଣ୍ଡା ବସ୍‌ଷ୍ଟାଣ୍ଟରେ ହେଲ୍‌ପର ବିଶ୍ରାମ ନେଉଥିବା ବେଳେ ଅପହରଣ କରିଥିଲେ । ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ରେଡ କରୁଛି । ହେଲ୍‌ପର ବିଶ୍ରାମ ନେଉଥିବା ବେଳେ ଅପହରଣ କରିଥିଲେ ଅଭିଯୁକ୍ତ ।

Related Topics

Explore more stories

Sponsored
Bus helper kidnapped in the Bhubaneswar | Argus News