Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟ୍ରକକୁ ପିଟିଲା ବସ, ହେଲପର ମୃତ

Ritu Das
Browse all articles by Ritu Das
·1 year ago
ଟ୍ରକକୁ ପିଟିଲା ବସ, ହେଲପର ମୃତ

ଅର୍ଗସ ବ୍ୟୁରୋ: ଉଦଳାରୁ ଭୁବନେଶ୍ୱର ଯାଉଥିବା ରାଜା ବସ ଦୁର୍ଘଟଣା ଘଟିଛି। ଜାରକା ନିକଟ ପଣ୍ଡା ଢ଼ାବା ନିକଟରେ ଟ୍ରକକୁ ପିଟିଲା ବସ। ଘଟଣାସ୍ଥଳରେ ହେଲପରଙ୍କର ମୃତ୍ୟୁ ଘଟିଛି। 3 ଜଣ ଗୁରୁତରଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି।

 ରାତି 3ଟାରେ ଉଦଳାରୁ ଭୁବନେଶ୍ୱର ଯାଉଥିବା ବେଳେ ଧର୍ମଶାଳା ଥାନା ଜାରକା ନିକଟ ପଣ୍ଡା ଢ଼ାବା ସମୁଖରେ ଏକ ଟ୍ରକ ଛିଡ଼ାହୋଇଥିବା ବେଳେ ବସଟି ଧକା ଦେଇଥିଲା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bus hits | Argus News