Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଭୁବନେଶ୍ୱରରୁ ବଲାଙ୍ଗୀର ଯାଉଥିବାବେଳେ ଓଲଟିପଡିଲା ବସ

Odisha

ଭୁବନେଶ୍ୱରରୁ ବଲାଙ୍ଗୀର ଯାଉଥିବାବେଳେ ଓଲଟିପଡିଲା ବସ

Smruti Parija
Browse all articles by Smruti Parija
·2 years ago
ଭୁବନେଶ୍ୱରରୁ ବଲାଙ୍ଗୀର ଯାଉଥିବାବେଳେ ଓଲଟିପଡିଲା ବସ

ସୁବର୍ଣ୍ଣପୁର: ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ସୁବର୍ଣ୍ଣପୁର ଜିଲ୍ଲା ଖମ୍ବେଶ୍ୱରୀପାଲି ଠାରେ ସାଇରାଜ ନାମକ ଏକ ଘାରୋଇ ବସ ଦୁର୍ଘଣାଗ୍ରସ୍ତ । ଯାତ୍ରୀବାହୀ ବସ ଟି ଭୁବନେଶ୍ୱର ରୁ ବଲାଙ୍ଗୀର ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଛି । ଏହି ଯାତ୍ରୀ ବାହି ବସରେ ମୋଟ ୪୦ ଜଣ ଯାତ୍ରୀ ଥିବା ଜଣା ପଡ଼ିଛି । 

ତେବେ ଦୁର୍ଘଟଣାରେ ୭ ଜଣ ସାମାନ୍ୟ ଆହତ ହୋଇ ଥିବା ବେଳେ ୪ ଜଣ ଯାତ୍ରୀ ଗୁରୁତର ଅଛନ୍ତି । ସାମାନ୍ୟ ଆହତ ଯାତ୍ରୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପ୍ରାଥମିକ ଚିକିତ୍ସା ପରେ ଛାଡି ଦେଇ ଥିବା ବେଳେ ଗୁରୁତର ଙ୍କୁ ଚିକିତ୍ସା ଚାଲିଛି । ଘଟଣା ସ୍ତଳରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କରିଛି ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
bus-over-turned-in-subarnapur | Argus News